ଶ୍ରୀମନ୍ଦିରରେ ବଟବୃକ୍ଷ ଡାଳ ପଡି ଜଣେ ଭକ୍ତ ଆହତ
22/05/2018 at 10:08 AM

ଶ୍ରୀମନ୍ଦିରରେ ଅଘଟଣ, ବଟବୃକ୍ଷ ଡାଳ ପଡି ଜଣେ ଭକ୍ତ ଆହତ । ବଟବୃକ୍ଷ ତଳେ ଜପ କରିବା ବେଳେ ଘଟିଛି ଅଘଟଣ । ବାସେଳି ସାହି ମୁଦଲ ଜାଗାର ଶଶୀଲତା ପଣ୍ଡା ନାମକ ଜଣେ ମହିଳା ଭକ୍ତ ଆଜି ବଟ ବୃକ୍ଷ ତଳେ ଜପ କରୁଥିଲେ । ଜପ କରିବା ବେଳେ ବୃଟବୃକ୍ଷରୁ ଏକ ଡାଳ ଖସି ପଡିଥିଲା । ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
31 March 2023