suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ରାସ୍ତାରେ ମହିଳାଙ୍କ ପ୍ରସବ, ଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ

29/02/2020 at 8:20 AM

ଭଦ୍ରକ ୨।୨: ରାଜ ରାସ୍ତାରେ ପ୍ରସୂତୀଙ୍କ ପ୍ରସବ । ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ ।

ସୂଚନାଯୋଗ୍ୟ ଯେ, ମହିଳା ଜଣକ ବିକୃତ ମସ୍ତିଷ୍କର ଅଟନ୍ତି । ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି । ଏଭଳି ଅସହାୟତାର ସୁଯୋଗ ନେଇ କେହି ଦୁର୍ବୃତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ ସେ ଗର୍ଭବତୀ ଥିଲେ । ଫଳରେ ଆଜି ଏହି ପ୍ରସୂତୀ ମହିଳା ଜଣଙ୍କ ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସାମାଜିକ ସଙ୍ଗଠନର ସଦସ୍ୟ ମହିଳାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ କୌଣସି କାରଣ ବଶତଃ ସେ ବିଚ୍ ରାସ୍ତାରେ ସେ ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ଖବର ପାଇ ଉଭୟ ମା’ ଓ ଶିଶୁ ପୁତ୍ରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଛନ୍ତ । ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଏହି ମହିଳା ଜଣକ ବିକୃତ ମସ୍ତିସ୍କ ହୋଇଥିବାରୁ, ତାଙ୍କର  ପରିଚୟ ମିଳି ପାରିନାହିଁ ।

   Related Posts