ଭାକୁଡ଼ ଛକ ନିକଟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
23/10/2018 at 10:57 AM

ଯାଜପୁର ୨୩/୧୦: ଏନ.ଏଚ୍ ୫ ଭାକୁଡ଼ ଛକ ନିକଟରେ ଜାତୀୟ ରାଜପଥ କଡ଼ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ମହିଳାଙ୍କ ପରିଚୟ ମିଳି ପାରିନାହିଁ। ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦିଆଯାଇଥିଲାବେଳେ ପୋଲିସ୍ ଆସି ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023