ଶୌଚ ପାଇଁ ଯାଇଥିବାବେଳେ ନାଳରେ ଭାସି ମହିଳାଙ୍କ ମୃତ୍ୟୁ
6/09/2019 at 10:38 AM

ସାନଖେମୁଣ୍ଡି ୬।୯: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ନାଳରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ଜାଡି ପ୍ରଧାନ । ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଗୁହାଳପୁର ଗାଁର ମହିଳା ଜାଡି ପ୍ରଧାନ ଜାଡି କଣ୍ଟେଇଝୋଳି ନାଳକୁ ଶୌଚ ହେବା ପାଇଁ ଯାଇଥିବା । କୌଣସି କାରଣ ବଶତଃ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ଭାସିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
Related Posts
ସାଙ୍ଗକୁ ଛୁରାମାଡ କଲେ ସାଙ୍ଗ, ଚାଲିଗଲା ଯୁବକଙ୍କ ଜୀବନ
25 September 2023
ପୂରଣ ହେଲାନି ୫ ଦଫା ଦାବି, ଆମରଣ ଅନଶନରେ ଜେଲ୍ କର୍ମଚାରୀ
25 September 2023