oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଛିନ୍‌ତାଇ ବେଳେ ବାଇକରୁ ଖସିପଡି ମହିଳା ମୃତ

24/08/2019 at 7:47 PM

ଟାଙ୍ଗୀ୨୪।୮ –  ଜାତୀୟ ରାଜପଥ ୧୬  ଟାଙ୍ଗୀ ନାଭାଲ୍‌ ଛକ ନିକଟରେ ଲୁଟେରାମାନେ ଜଣେ ମହିଳାଙ୍କଠାରୁ ଚେନ୍‌ ଲୁଟିବାରୁ ଉଦ୍ୟମ କରୁଥିବା ବେଳେ ମହିଳାଜଣଙ୍କ ମଟର ସାଇକେଲରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ମୃତ ମହିଳାଙ୍କ ଘର  ଖଲିକୋଟ ଥାନା ଚିକିଲି ଗାଁ ରେ ।ମୃତ ମହିଲା ଜଣକ ମୋଚିରାମ ମହାନ୍ତିଙ୍କ ପତ୍ନୀ  ମଞ୍ଜୁଲତା ମହାନ୍ତି ।  ସେ  କୈଳାସ ମଲ୍ଲିକ ନାମକ ଜଣେ ଯୁବକଙ୍କ ସହ ବାଇକ୍ ଯୋଗେ ବାଲୁଗାଁ ଅଭମୂଖେ  ଆସୁଥିବା ବେଳେ ପଛରୁ ବାଇକ୍ ଯୋଗେ ୨ ଜଣ ଲୁଟେରା ମଜୁଂଲତାଙ୍କ ବେକରୁ ସୁନା ଚେନ୍ ସହ ମନିପର୍ସ ଝାମ୍ପିନେବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ  ମଞ୍ଜୁଲତା ପଛ ପାଖକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts