suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଆଠଗଡରେ ହାତୀ ଆକ୍ରମଣରେ ମହିଳା ଗୁରୁତର

15/10/2018 at 4:13 PM

ଆଠଗଡ ୧୫/୧୦ : ମହାନଦୀରେ ଫସି ରହିଥିବା ହାତୀ ଆଠଗଡ ଅନନ୍ତପୁର ଗାଁରେ ପଶିଛନ୍ତି | ହାତୀ ଆକ୍ରମଣରେ ସେହି ଗାଁର ଜଣେ ମହିଳା ଗୁରୁତର ହୋଇଛନ୍ତି | ମହିଳା ଜଣକ ହେଲେ ସେହି ଗାଁର ସରସ୍ବତୀ ସାହୁ | ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି |

   Related Posts