ଆଠଗଡରେ ହାତୀ ଆକ୍ରମଣରେ ମହିଳା ଗୁରୁତର
15/10/2018 at 4:13 PM

ଆଠଗଡ ୧୫/୧୦ : ମହାନଦୀରେ ଫସି ରହିଥିବା ହାତୀ ଆଠଗଡ ଅନନ୍ତପୁର ଗାଁରେ ପଶିଛନ୍ତି | ହାତୀ ଆକ୍ରମଣରେ ସେହି ଗାଁର ଜଣେ ମହିଳା ଗୁରୁତର ହୋଇଛନ୍ତି | ମହିଳା ଜଣକ ହେଲେ ସେହି ଗାଁର ସରସ୍ବତୀ ସାହୁ | ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି |
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023