AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ବିବାହିତ ମହିଳା ନିଜ ପୁରୁଷ ବନ୍ଧୁଙ୍କ ଦ୍ବାରା ପ୍ରତାରିତ ହୋଇଥିବା ଅଭିଯୋଗ କଲେ ମହିଳା ଥାନାରେ

27/09/2018 at 7:00 PM

ଭୁବନେଶ୍ବର୨୭|୯: ଜଣେ ବିବାହିତ ମହିଳା ନିଜ ପୁରୁଷ ବନ୍ଧୁଙ୍କ ଦ୍ବାରା ପ୍ରତାରିତ ହୋଇଥିବା ଅଭିଯୋଗ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ବନ୍ଧୁଙ୍କ ନାଁରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।…..

ପାଞ୍ଚ ବର୍ଷ ତଳେ ଜଣେ ଏନଆରଆଇଙ୍କୁ ବିବାହ କରିଥିବା ମହିଳା ଏବେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପ୍ରଥମେ ମିଳାମିଶା ଓ ପରେ ବିବାହର ପ୍ରଲୋଭନ ଦେଖାଇ ସଂପୃକ୍ତ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ପୁରୁଷ ବନ୍ଧୁ ଜଣକ ଏବେ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବିରୋଧରେ ୩୭୬, ୨୯୪, ୩୨୩, ୩୨୮, ୫୦୬ ଓ ୩୪ ଦଫା ଲଗାଇ ଏକ ମାମଲା ରୁଜୁ କରିଛି । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ପୋଲିସର ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ସଂପୃକ୍ତ ମହିଳା ଜଣକ ।

   Related Posts