ଭୁବନେଶ୍ୱର ୨୦।୧୨ - ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଓଡିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି ।
{"id":200390,"sizeSlug":"large"}![](https://www.prameyanews7.com/wp-content/uploads/2019/12/w6.jpg)
ଆହୁରି ୩-୪ ଦିନ ଏପରି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
{"id":200391,"sizeSlug":"large"}![](https://www.prameyanews7.com/wp-content/uploads/2019/12/w1.jpg)
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସର୍ବନିମ୍ନ ୮.୫ ରେକର୍ଡ ହୋଇଛି ।
{"id":200392,"sizeSlug":"large"}![](https://www.prameyanews7.com/wp-content/uploads/2019/12/w2.jpg)
ସେହିପରି ଫୁଲବାଣୀରେ ୯.୦,
{"id":200393,"sizeSlug":"large"}![](https://www.prameyanews7.com/wp-content/uploads/2019/12/w3.jpg)
ସୋନପୁର ୯.୮,
![](https://www.prameyanews7.com/wp-content/uploads/2019/12/w4.jpg)
ଝାରସୁଗୁଡା ୯.୬,
![](https://www.prameyanews7.com/wp-content/uploads/2019/12/w5.jpg)
ଭୁବନେଶ୍ବର-୧୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି
ତେଣୁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।