ଭୁବନେଶ୍ୱର ୨୦।୧୨ - ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଓଡିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି ।
{"id":200390,"sizeSlug":"large"}ଆହୁରି ୩-୪ ଦିନ ଏପରି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
{"id":200391,"sizeSlug":"large"} wp:paragraph {"textColor":"vivid-red"}ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସର୍ବନିମ୍ନ ୮.୫ ରେକର୍ଡ ହୋଇଛି ।
{"id":200392,"sizeSlug":"large"} wp:paragraph {"textColor":"vivid-red"}ସେହିପରି ଫୁଲବାଣୀରେ ୯.୦,
{"id":200393,"sizeSlug":"large"} wp:paragraph {"textColor":"vivid-red"}
ସୋନପୁର ୯.୮,
ଝାରସୁଗୁଡା ୯.୬,
ଭୁବନେଶ୍ବର-୧୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି
ତେଣୁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।