ବଲାଙ୍ଗୀର ରେ ଭାଲୁ ଆତଙ୍କ
9/06/2018 at 11:06 AM

ବଲାଙ୍ଗୀର ତୁରେକେଲା ଝରେନିପଦର ଗାଁରେ ଭାଲୁ ଆତଙ୍କ
ଛେଳି ଚରାଇବାକୁ ଯାଇଥିବା ବେଳେ ୨ ଜଣଙ୍କୁ ଅତର୍କିତ ଆକ୍ରମଣ କରିଛି ଭାଲୁ
ଗଛ ତଳେ ବସିଥିବା ବେଳେ ଭାଲୁ ଆକ୍ରମଣ କରିଥିଲା
ଗୁରୁତର ଅବସ୍ଥାରେ ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023