oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବସ୍‌ଙ୍କ ସହିତ ମିଟିଙ୍ଗ୍‌ ଚାଲିଥିବା ବେଳେ ଚୁମ୍ୱନ ଦେବାକୁ ଦୌଡ଼ି ଆସିଲେ ସ୍ତ୍ରୀ, ଭିଡିଓ ହେଲା ଭାଇରାଲ୍‌

17/02/2021 at 10:18 PM

ନୂଆଦିଲ୍ଲୀ, ୧୭/୦୨: ସୋସାଲ୍‌ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଲାଇଭ୍‌ ମିଟିଙ୍ଗ୍‌ କରୁଥିବା ନଜର ଆସୁଛନ୍ତି । ଏହି ସମୟରେ ତାଙ୍କର ପତ୍ନୀ ତାଙ୍କୁ ଚୁମ୍ୱନ ଦେବାକୁ ପ୍ରୟାସ କରୁଛନ୍ତି । ଉକ୍ତ ବ୍ୟକ୍ତି ମିଟିଙ୍ଗ୍‌ରେ ପ୍ରେଜେଣ୍ଟେସନ୍‌ ଦେଉଥିବା ସମୟରେ ଏହି ଘଟଣାଟି ଘଟୁଥିବା ଦେଖିବାକୁ ମିଳିଛି ।

ଖାସ୍‌ କଥା ହେଉଛି କି, ଏହି ଭିଡିଓଟିକୁ ଭାରତୀୟ ପୋଲିସ୍‌ ସେବା ବା ଆଇପିଏସ୍‌ ଅଧିକାରୀ ରୁପିନ୍‌ ଶର୍ମା ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । ଏହାର କ୍ୟାପ୍ସନ୍‌ରେ ସେ ୱାର୍କ ଫର୍ମ ହୋମ୍‌ ବା ଘରେ ରହି କାମ କରିବା ଲେଖି ସେୟାର କରଛନ୍ତି । ଭିଡିଓରେ ବ୍ୟକ୍ତି ମି଼ଟିଂରେ ବ୍ୟସ୍ତ ଥିବା ସମୟରେ ତାଙ୍କ ସାଇଡ୍‌ରୁ ପତ୍ନୀ ଆସି ତାଙ୍କୁ ଚୁମ୍ୱନ ଦେବାକୁ ପ୍ରୟାସ କରିଛନ୍ତି ଏବଂ ସେ ପାଖେଇ ଯାଉଥିବା ବେଳେ ତାଙ୍କୁ ତାଗିଦ୍‌ କରିବା ଭଳି ଦେଖୁଛନ୍ତି । ସେହିସମୟରେ ସେ ପତ୍ନୀଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ସେ ଅନ୍‌ ଏୟାରରେ ଅଛନ୍ତି । ଏ ସବୁ କଣ ! ପତ୍ନୀ ଏହା ଦେଖି ହସୁଥିବା ଦେଖାଯାଉଛି । ଏହାପରେ ପୁନର୍ବାର ବ୍ୟକ୍ତି ମିଟିଙ୍ଗ୍‌ରେ ଯୋଗ ଦେଉଥିବା ଦେଖାଯାଉଛି ।

ଭିଡିଓ ଭାଇରାଲ୍‌ ହେବା ପରେ ସୋସାଲ୍‌ ମିଡିଆ ବ୍ୟବହାରକାରୀ ଟୁପ୍ପଣୀ ଉପରେ ଟିପ୍ପଣୀ ଦେଉଥିବା ଦେଖାଯାଉଛି । ଜଣେ ୟୁଜର୍‌ ଏହା ପତ୍ନୀର ପତି ପ୍ରତି ପ୍ରେମ ବୋଲି କହିଛନ୍ତି ।

ତେବେ କରୋନା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି  କମ୍ପାନୀର ୱାର୍କ ଫ୍ରମ୍‌ ହୋମ୍‌ ଚାଲିଛି । ବିଭିନ୍ନ ମିଟିଙ୍ଗ୍‌ ଅନ୍‌ଲାଇନ୍‌ରେ କରାଯାଉଛି । ଏଥି ମଧ୍ୟରେ ଏହି ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି ।

   Related Posts