AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ

10/02/2020 at 3:22 PM

ନୀଳଗିରି ୧୦।୨: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ । ବାଲେଶ୍ଵର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ମାଟିଆଳି ପଂଚାୟତ ଗୋବିନ୍ଦ ପୁରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଆଜି ସକାଳେ ଘଟଣା ଜଣାପଡିବା ପରେ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ସ୍ତ୍ରୀ ସମ୍ବାରି ସିଂ । ଅଭିଯୁକ୍ତ ସ୍ବାମୀ ରବୀନ୍ଦ୍ର ସିଂଙ୍କୁ ଅଟକ ରଖିଛି ପୋଲିସ ।

   Related Posts