ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ନିଖୋଜ ମୀନା କେଉଁଠି ? ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ସ୍ୱାମୀ ଓ ପୁଅ

2/06/2018 at 12:07 PM

ଅନୁଗୋଳ ପୁରୁଣାକୋର୍ଟ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ମାର୍ଚ୍ଚ ୪ ତାରିଖରୁ ଅନ୍ତୁଳିଆ ବାଘୁଆନାଳି ଗାଁର କୃଷ୍ଣ ନାଏକଙ୍କ ସ୍ତ୍ରୀ ମିନାରାଣୀ ନିଖୋଜ ଥିବେବେଳେ ଆଜି ନ୍ୟାୟ ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଆଗରେ କୃଷ୍ଣ ତାଙ୍କ ସାନ ପୁଅକୁ ନେଇ ଧାରଣା ଦେଇଥିଲେ । ହେଲେ ପୋଲିସ ଧାରଣା ସ୍ଥଳରୁ ଉଭୟଙ୍କୁ ଜୋର ଜବର ଦସ୍ତ ଉଠାଇ ଦେଇଥିବା ଜଣାପଡ଼ିଛି । ନିଖୋଜ ହେବାର ୩ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପିଉସୀ ପୁଅ କେଉଁଆଡ଼େ ନେଇଯାଇଥିବା ଖବର ଥାନାରେ ଅଭିଯୋଗ କରିଥିଲେ କୃଷ୍ଣ । ତେବେ କୃଷ୍ଣଙ୍କୁ କେବେ ନ୍ୟାୟ ମିଳିବ ଆଉ କେବେ ନିଖୋଜ ମହିଳାଙ୍କ ସନ୍ଧାନ ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

   Related Posts