ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

9/03/2023 at 4:48 PM

ଟିଟିଲାଗଡ ୯।୩: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗାବାଞ୍ଜି ଗାଁରେ ଅଭାବନୀୟ ଘଟଣା । ଗାଁର ହୂଷି ଧରୁଆଙ୍କ ସ୍ତ୍ରୀ ଗୋମତି ଧରୁଆଙ୍କ ମୃତଦେହ ଜବତ କରିଛି ପୋଲିସ । ଗୁରୁବାର ସକାଳୁ ତାଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଖବର ପାଇ ଘଟଣାସ୍ଥଳରେ ମୁରିବାହାଲ ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ପ୍ରାଥମିକ ସୂତ୍ରରୁ ଯାହା ଜଣାପଡିଛି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା । ଅଧିକ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ସତ୍ୟ ଜଣାପଡିବ  ।

   Related Posts