ପଡ଼ୋଶୀଙ୍କ ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର
15/06/2018 at 7:02 AM

କୁଚିଣ୍ଡାରେ ପଡ଼ୋଶୀଙ୍କ ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର
ଜମନକିରା ଥାନା ଗଉଡ଼ପାଲି ଗାଁର ଘଟଣା
ମୃତକ ଜେମା ମହାନନ୍ଦ, ଗୁରୁତର ସ୍ୱାମୀ ଅଲେଖ ମହାନନ୍ଦ
ଥାନାରେ ଅଭିଯୁକ୍ତ ପ୍ରକାଶ ଧାନଗୁଣ୍ଡିର ଆତ୍ମସମର୍ପଣ କରିଛି