Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଯନ୍ତାରେ ପଡିଲା ଉତ୍ପାତିଆ ଭାଲୁ, କିଛି ଦିନ ଧରି ଖେଳାଇଥିଲା ଆତଙ୍କ

7/03/2020 at 9:58 AM

ନବରଙ୍ଗପୁର ୭।୩: ବନ ବିଭାଗର ଯନ୍ତାରେ ପଡିଲା ଉତ୍ପତିଆ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଉତ୍ପାତିଆ ଭାଲୁଟି ବନ ବିଭାଗ ବସାଇଥିବା ଯନ୍ତାରେ ପଡିଥିଲା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା ଗାଁର କିଶୋର ଚନ୍ଦ୍ର ମିଶ୍ରଙ୍କ ଘର ବାଡିରେ ପଶି ଗତ କିଛିଦିନ ଧରି ଆତଙ୍କ ଖେଳାଇଥିଲା । ଫଳରେ ଭାଲୁଟିକୁ ଧରିବା ପାଇଁ ବନବିଭାଗ ଯନ୍ତା ବସାଇଥିଲା । ତେବେ ବନ ବିଭାଗ ବସାଇଥିବା ଯନ୍ତାରେ ଭାଲୁଟି ପଡିଯାଇଛି । ଭାଲୁକୁ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଛାଡିଦେଇଛି ବନ ବିଭାଗ ।

   Related Posts