ଦାମୀ ଚାକିରି ଛାଡି କାହିଁକି ହୁଅନ୍ତି ସିଭିଲ୍‌ ସର୍ଭାଣ୍ଟ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ ୦୧/୦୬; ନିକଟରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ବାହାରିଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅନେକ ଶିକ୍ଷାର୍ଥୀ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନକୁ ପୂରଣ କରିଛନ୍ତି। କଠିନ ପରିଶ୍ରମର ଫଳ ରାଙ୍କରେ ଆସିଛି ନଜର। ଆଇଆଇଟି, ଆଇଆଇଏମ୍‌ ସହ ଅନେକ ନାମୀ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ଏମିତି ବି କିଛି ପିଲା ସିଭିଲ୍‌ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ଯେଉଁମାନଙ୍କ ଦରମା ରହିଛି ମୋଟା ଅଙ୍କର। କିଛି ଲୋକ ବାର୍ଷିକ ୩୦ ଲକ୍ଷରୁ ଅଧିକ … Continue reading ଦାମୀ ଚାକିରି ଛାଡି କାହିଁକି ହୁଅନ୍ତି ସିଭିଲ୍‌ ସର୍ଭାଣ୍ଟ, କ’ଣ ରହିଛି କାରଣ?