ପୋଲ ଉପରେ ୪ ଫୁଟର ପାଣି, ପାର ହେଉଥିବା ବେଳେ ବାଇକ୍‌ ସହ ଭାସିଗଲେ ଯୁବକ

Published By : Prameya-News7 Bureau | August 14, 2022 IST

ଝାରସୁଗୁଡା, ୧୪/୮: ବଢ଼ି ପାଣିରେ ଭାସିଗଲେ ଯୁବକ । ଲଗାଣ ବର୍ଷା ଫଳରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଏମ. କଣ୍ଟାପାଲି ଗ୍ରାମ ଓ କୁମର ଗ୍ରାମକୁ ସଂଯୋଗ କରୁଥିବା ପୋଲରେ ୪ ଫୁଟ ଉଚ୍ଚତାରେ ପାଣି ଚାଲୁଛି l ଏହି ସମୟରେ ପୋଲ ଉପରେ ବାଇକରେ ଯାଉଥିବା ବେଳେ ଜଣେ ଯୁବକ ଭାସି ଯାଇଛନ୍ତି l ବାଇକରେ ଯାଉଥିବା ଯୁବକ ଜଣକ ଛତିଶଗଡ଼ର ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି l ଅନ୍ୟପଟେ ବାଇକ୍‌ଟି ଉଦ୍ଧାର ହୋଇପାରି ନାହିଁ l

wp:html https://youtu.be/0xWfkH0vSwY /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.