scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲ ଉପରେ ୪ ଫୁଟର ପାଣି, ପାର ହେଉଥିବା ବେଳେ ବାଇକ୍‌ ସହ ଭାସିଗଲେ ଯୁବକ

14/08/2022 at 4:44 PM

ଝାରସୁଗୁଡା, ୧୪/୮: ବଢ଼ି ପାଣିରେ ଭାସିଗଲେ ଯୁବକ । ଲଗାଣ ବର୍ଷା ଫଳରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଏମ. କଣ୍ଟାପାଲି ଗ୍ରାମ ଓ କୁମର ଗ୍ରାମକୁ ସଂଯୋଗ କରୁଥିବା ପୋଲରେ ୪ ଫୁଟ ଉଚ୍ଚତାରେ ପାଣି ଚାଲୁଛି l ଏହି ସମୟରେ ପୋଲ ଉପରେ ବାଇକରେ ଯାଉଥିବା ବେଳେ ଜଣେ ଯୁବକ ଭାସି ଯାଇଛନ୍ତି l ବାଇକରେ ଯାଉଥିବା ଯୁବକ ଜଣକ ଛତିଶଗଡ଼ର ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି l ଅନ୍ୟପଟେ ବାଇକ୍‌ଟି ଉଦ୍ଧାର ହୋଇପାରି ନାହିଁ l

   Related Posts