oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଜୁଲାଇ ମାସରେ ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭଲ ଖବର

27/06/2019 at 5:05 PM

ପ୍ରତ୍ୟେକ ମମିଷ ଜୀବନରେ ରାଶି, ନକ୍ଷତ୍ରର ବହୁତ ମହତ୍ବ ଅଛି। ରାଶି ଦ୍ବାରା ପ୍ରତି ମଣିଷର ସ୍ବଭାବ ଓ ଭବିଷ୍ୟତ ଜାଣିହୁଏ। ତେବେ ଜୁଲାଇ ମାସରେ କେଉଁ ରାଶି ଲୋକଙ୍କ ପାଇଁ ଭଲ ଓ କେଉଁ ରାଶି ଲୋକଙ୍କ ପାଇଁ ଖରାପ ଜାଣନ୍ତୁ।

୧- ମିଥୁନ ରାଶି: ମିଥୁନ ରାଶି ଥିବା ଲୋକଙ୍କ ପାଇଁ ଜୁଲାଇ ମାସ ବହୁତ ଭଲ ରହିବ। ଆର୍ଥିକ ଅବସ୍ଥା ଓ ଚାକିରୀ ରେ କୌଣସି ବାଧା ଆସିବ ନାହିଁ। କିନ୍ତୁ ଜୁଲାଇ ମାସ କିଛି ଅସୁବିଧାର ସାମ୍ନା କରିବେ ମିଥୁନ ରାଶିର ବ୍ୟକ୍ତି,  ଯାହା କିନ୍ତୁ ସମାଧାନ ମଧ୍ୟ ହୋଇଯିବ। ଜୀବନସାଥୀ ସହ ଏହି ମାସରେ ଝଗଡା ହେବାର ସମ୍ଭାବନା ଅଛି।  କିନ୍ତୁ ଖୁବ୍‌ ଶୀଘ୍ର ସବୁ ଜିନି, ଠିକ୍‌ ମଧ୍ୟ ହୋଇଯିବ।

୨- କନ୍ୟା ରାଶି: ପରିବାର ଲୋକଙ୍କ ମାହୋଲ ନିଜ ପ୍ରତି ସକରାତ୍ମକ ଓ ସହଯୋଗୀ ହେବ।  ସନ୍ତାନ ସନ୍ତତିଙ୍କୁ ନେଇ ପ୍ରସନ୍ନ ହେବେ। ସାଙ୍ଗ ସାଥୀଙ୍କଠୁ ମଧ୍ୟ ଭଲ ଖବର ପ୍ରାପ୍ତ ହେବ। ଭାଇ ଭଉଣୀ ମଧ୍ୟ ସବୁବେଳେ ଅସୁବିଧାରେ ସହଯୋଗ କରିବେ। ଏହି ମାସ ଚାକିରୀରେ ପଦୋନ୍ନତି ହୋଇପାରେ।  

୩- ମେଶ ରାଶି: ବ୍ୟବସାୟରେ କିଛି ସମସ୍ୟା ସାମ୍ନା କରିବାକୁ ହେବ। କ୍ଷତି ହେବାର ପୂର୍ବରୁ ଜଣା ପଡିଯିବ। ଆର୍ଥିକ କାରବାରରେ କ୍ଷତି ହେବାର ଆଶଙ୍କା ଅଛି।ଜୀବନସାଥିଙ୍କଠୁ ଭରପୁର ସହଯୋଗ ମିଳିବ। ପୁରୁଣା ଝଗଡା ଥିଲେ ତାହା ସମାଧାନ ହୋଇଯିବ।

୪- ମକର ରାଶି: ବ୍ୟବସାୟରେ ବିନିଯୋଗ କରିବାକୁ ଥିଲେ ମାସର ଶେଷ ସପ୍ତାହ ଯାଏଁ ଅପେକ୍ଷା କରିବା ଜରୁରୀ । କାରଣ ଶେଷ ସପ୍ତାହରେ ଭଲ ସମୟ ଅଛି। ବହୁ ଧନ ସମ୍ପତ୍ତି ଲାଭ ହେବ।   

   Related Posts