Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

କରୀନାଙ୍କୁ ପଚାରାଯାଇଥିଲା ସେ “କପୁର ନା ଖାନ”?ବେବୋ ଦେଇଥିଲେ ଏଭଳି ଜବାବ

7/11/2019 at 4:55 PM

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ କରୀନା କପୁର ଅଷ୍ଟ୍ରେଲିଆରେ ଥିଲେ। ଟି-୨୦ ୱାଲର୍ଡ କପ୍‌ ପରିପ୍ରେକ୍ଷୀରେ ସେ ଅଷ୍ଟ୍ରେଲିଆ ଯାଇଥିଲେ। ବେବୋ ଅଷ୍ଟ୍ରେଲିଆର ଅନ୍ୟ କିଛି ଇଭେଣ୍ଟରେ ମଧ୍ୟ ନଜର ଆସିଥିଲେ। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ତେବେ ନିକଟରେ କରୀନାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ତାଙ୍କୁ ପଚାରାଯାଇଛି ଯେ, ସେ କପୁର ଓ ଖାନ ମଧ୍ୟରୁ କାହାକୁ ବାଛିବେ। ଏନେଇ ବେବୋ ଏମିତି ଜବାବ ଦେଇଥିଲେ ଯାହା ଶୁଣି ଲୋକେ ତାଳି ବଜାଇଥିଲେ।

ସେଠାରେ ଉପସ୍ଥିତ ଥିବା ଆଙ୍କର ମଧ୍ୟ କରୀନାଙ୍କ ଜବାବ ଶୁଣି ତାଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ତାଙ୍କୁ ନା ଖାନ ନା କପୁର ବାଛିବା ଦରକାର, କାରଣ ତାଙ୍କ ନାଁ ହେଉଛି କରୀନା କପୁର ଖାନ। ଏଭଳି ଉତ୍ତର ଦେଇ ସେ ସମସ୍ତଙ୍କ ମନ ଜିତିଥିଲେ। କରୀନା କହିଛନ୍ତି ଯେ, ଏହି ନାଁ ପାଇଁ ସେ ନିଜକୁ ଭାଗ୍ୟଶାଳୀ ବିବେଚନା କରନ୍ତି। ସେଠାରୁ ଫେରିବା ପରେ କରୀନା କପୁରଙ୍କୁ ତୈମୁର ସହ ଏୟାରପର୍ଟରେ ସ୍ପଟ କରାଯାଇଥିଲା। ଚର୍ଚ୍ଚିତ ଷ୍ଟାର କିଡଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୈମୁର।  

 

   Related Posts