ମରଣୋତ୍ତର ଭାରତରତ୍ନ ମିଳିବା ପରେ କଣ କଣ ମିଳେ ସୁବିଧା ? ଉପକୃତ ହୁଅନ୍ତି କି ପରିବାର ଲୋକେ ?

ନୂଆଦିଲ୍ଲୀ ୧୨।୦୨: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ଏହି ସମାନ ରାଷ୍ଟ୍ରୀୟ ସେବା ଯେଭଳି କଳା, ସାହିତ୍ୟ, ବିଜ୍ଞାନ, ସାର୍ବଜନୀନ ସେବା ଓ ଖେଳ ଲାଗି ଦିଆଯାଏ । ୨୦୧୧ ମସିହା ପୂର୍ବରୁ କେବଳ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ଯୋଗଦାନ ପାଇଁ ଦିଆ ଯାଉଥିଲା ଭାରତ ରତ୍ନ । ତେବେ ଚଳିତବର୍ଷ ୫ ଜଣ ଏହି ସମ୍ମାନରେ ସମ୍ମାନିତ ହେବେ । ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ମିଳିବ ମରଣୋତ୍ତର … Continue reading ମରଣୋତ୍ତର ଭାରତରତ୍ନ ମିଳିବା ପରେ କଣ କଣ ମିଳେ ସୁବିଧା ? ଉପକୃତ ହୁଅନ୍ତି କି ପରିବାର ଲୋକେ ?