ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ଜାରି ରହିଛି

Published By : Prameya-News7 Bureau | August 11, 2018 IST

ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ଓକିଲ ମାନେ ଆନ୍ଦୋଳନ ଚଳାଇଛନ୍ତି । ଆଜି ସମ୍ବଲପୁର ଜିଲ୍ଲା ଓକିଲସଂଘ, ଜାତୀୟ ଲୋକ ଅଦାଲତକୁ ବନ୍ଦ କରିଦେବା ସହ, ବିଚାରପତି ମାନଙ୍କୁ ଫେରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ ସହ, ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ପରେ, ମଧ୍ୟ ଦାବି ପୁରଣ ନେଇ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରୀଙ୍କୁ କୌଣସି ପତ୍ର ଲେଖାଗଲା ନାହିଁ। ଏହାକୁ ନେଇ ଓକିଲମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ କେନ ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସଚିବ ମାନଙ୍କୁ ସମ୍ବଲପୁରରେ ପୁରାଇ ଦିଆଯାଉନଥିବା ବେଳେ, ସେମାନଙ୍କୁ କଳାପତକା ଦେଖାଇ ବିରୋଧ କରାଯାଉଛି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.