vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ଜାରି ରହିଛି

11/08/2018 at 4:03 PM

ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ଓକିଲ ମାନେ ଆନ୍ଦୋଳନ ଚଳାଇଛନ୍ତି । ଆଜି ସମ୍ବଲପୁର ଜିଲ୍ଲା ଓକିଲସଂଘ, ଜାତୀୟ ଲୋକ ଅଦାଲତକୁ ବନ୍ଦ କରିଦେବା ସହ, ବିଚାରପତି ମାନଙ୍କୁ ଫେରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ ସହ, ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ପରେ, ମଧ୍ୟ ଦାବି ପୁରଣ ନେଇ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରୀଙ୍କୁ କୌଣସି ପତ୍ର ଲେଖାଗଲା ନାହିଁ। ଏହାକୁ ନେଇ ଓକିଲମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ କେନ ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସଚିବ ମାନଙ୍କୁ ସମ୍ବଲପୁରରେ ପୁରାଇ ଦିଆଯାଉନଥିବା ବେଳେ, ସେମାନଙ୍କୁ କଳାପତକା ଦେଖାଇ ବିରୋଧ କରାଯାଉଛି|

   Related Posts