oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମିଳିଲାନି ଗାଡି କି ଘୋଡା: ସାଙ୍ଗ କାନ୍ଧରେ ବସି ବରଯାତ୍ରୀ ଗଲା ବର

11/08/2021 at 4:50 PM

ନୂଆଦିଲ୍ଲୀ ୧୧/୦୮ : ସୋସିଆଲ ମିଡ଼ିଆରେ ବିବାହର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ। ସାଧାରଣତଃ ବାହାଘର ସମୟରେ ବର କାର କିମ୍ବା ଘୋଡାରେ ବରଯାତ୍ରୀ ନେଇ ଆସିଥାନ୍ତି ଏବଂ ବଧୂ ନେଇଯାଇଥାନ୍ତି। କିନ୍ତୁ ନିକଟରେ ଭୋଇରାଲ ହୋଇଥିବା ଏକ ଭିଡିଓ ଟିକିଏ ଭିନ୍ନ। ଏହି ବାହାଘର ଟିକେ ଦେଶୀ ଷ୍ଟାଇଲରେ ହୋଇଥିଲା। ବର ପାଖରେ ନା ଥିଲା ଗାଡି ନା ଘୋଡା। ବର ନିଜର କିଛି ସାଙ୍ଗମାନଙ୍କ କାନ୍ଧରେ ବସି ବରଯାତ୍ରୀ ଯାଇଥିଲେ। କିଛି ଯୁବକ ବରକୁ କାନ୍ଧରେ ବସାଇ ବରଯାତ୍ରୀ ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଉ କିଛି ଯୁବକ ଡ୍ୟାନ୍ସ କରି କରି ଯାଉଥିଲେ।

ଗାଁର ଏହି ବର ନିଜ ସାଙ୍ଗମାନଙ୍କ କାନ୍ଧରେ ବସି ଗାଁ ପିଲାଙ୍କ ସହ ନାଚି ନାଚି ବାହାହେବାକୁ ଯାଇ କନ୍ୟା ଘରେ ପହଞ୍ଚିଥିଲେ। ସୋସିଆଲ ମିଡ଼ିଆରେ ଲୋକେ ବାହାଘର ଭିଡିଓ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି। କରୋନା ସମୟରେ ବାହାଘରରେ ଅତିଥିଙ୍କ ସଂଖ୍ୟା ସୀମିତ ହୋଇଯିବାରୁ ଲୋକେ ଅନଲାଇନ ଭିଡିଓ ଦେଖି ବାହାଘର ମଜା ନେଉଛନ୍ତି। ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ବରର ସାଙ୍ଗମାନେ ଷ୍ଟେଜ ଉପରକୁ ଚଢି କନ୍ୟା ଓ କିଛି ମହିଳାଙ୍କ ସହ ଥଟ୍ଟା ମଜା କରିଥିଲେ। ଏସବୁ ଦେଖି ବର ଏମିତି ମୁହଁ କରିଥିଲେ ସତେ ଯେମିତି ତାଙ୍କ ବାହାଘର ଜୋର ଜବରଦସ୍ତି କରାଯାଇଛି। ଏହି ଭିଡିଓ ବି ବହୁତ ଭାଇରାଲ ହୋଇଥିଲା ଓ ଲୋକେ ଏହାକୁ ଦେଖି ବହୁତ ହସିଥିଲେ।

   Related Posts