ଲେଉଟିଲା ତାତି ; ୪୦ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର ତାପମାତ୍ରା
16/04/2018 at 11:26 AM

ଲେଉଟିଲା ତାତି ; ୪୦ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର ତାପମାତ୍ରା
ଭୁବନେଶ୍ୱର ସହ ୮ଟି ସହରର ତାପମାତ୍ରା ୪ଅ ଡିଗ୍ରୀ ରେକର୍ଡ କରାଯାଇଛି
ଆସନ୍ତା ଗୁରୁବାର ଯାଏଁ ରାଜ୍ୟରେ ତାତି ଜାରି ରହିବ
ଗତକାଲି ବଲାଙ୍ଗୀର ଓ ଟିଟିଲିଗଡ଼ ତାପମାତ୍ରା ସର୍ବାଧିକ ୪୧ଡିଗ୍ରୀ ରେକର୍ଡ କରାଯାଇଥିଲା
ଆଜି ସନ୍ଧ୍ୟାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କୁଆ ପଥର ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି