୧୨ ତାରିଖ ପରେ ଓଡ଼ିଶା ଛୁଇଁବ ମୌସୁମୀ, ୪ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ

Published By : Prameya-News7 Bureau | June 06, 2022 IST

ଭୁବନେଶ୍ୱର ୦୬।୦୬: ଜୁନ୍‌ ୧୨ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଗୁଳୁଗୁଳି ପରିଲକ୍ଷିତ ହେଉଛି ।ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ ପାଗରେ ପରିବର୍ତନ ସହ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ । ଅନ୍ୟପଟେ ୪ ଜିଲ୍ଲାକୁ ହିଟ୍‌ ୱେଭ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.