ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ମାଘ ମାସରେ ଅସ୍ତବ୍ୟସ୍ତ କଲାଣି ଟାଇଁଟାଇଁ ଖରା, ଏ ବର୍ଷ ବସନ୍ତ ଉଭେଇ ଯିବା ଏକ ପ୍ରକାର ସ୍ପଷ୍ଟ

28/01/2023 at 9:48 AM

ଭୁବନେଶ୍ୱର ୨୮/୦୧: ଶୀତ ଗାଏବ । ଗରମ ମାଡ଼ି ଆସିଲାଣି । ଦିନରେ ଟାଏଁ ଟାଏଁ ଖରା, ରାତିରେ ବି ବିନା ପଙ୍ଖାରେ ନିଦ ହେଉନି । ମାଘ ମାସରେ ଏମିତି ଅସ୍ବାଭାବିକ ଗରମ ନାକେଦମ କଲାଣି ।

ଏବେଠାରୁ ଦିନ ତାପମାତ୍ରା ୩୫ଡିଗ୍ରୀ ଛୁଇଁଲାଣି । ଆଗକୁ କିଭଳି ଅସହ୍ୟ ଗରମ ହେବ ତାକୁ ନେଇ ଚିନ୍ତା ବଢିଲାଣି । ଆଞ୍ଚଳିକ ପାଣିପାଗ କେନ୍ଦ୍ରକ ସୂଚନା ମୁତାବକ, ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ଡିଗ୍ରୀ କିମାବା ତାଠାରୁ ଅଧିକ ରହିଛି । ବୌଦ୍ଧ ତାପମାତ୍ରା ସର୍ବାଧିକ ୩୫ଡିଗ୍ରୀ ଥିବା ବେଳେ ତାଳଚେରରେ ୩୪.୪ ଡିଗ୍ରୀ, ଏବଂ ଭୁବନେଶ୍ବରର ୩୪ ଡିଗ୍ରୀ ରହିଥିଲା ।

ମାଲକାନଗିରି, ନବରଙ୍ଗପୁର ଏବଂ ପୁରୀରେ ମଧ୍ୟ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ଡିଗ୍ରୀ ରହିଥିଲା । କେବଳ ଦିନ ନୁହେଁ ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହୁଛି । ଏବେ ଏଭଳି ପାଗରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସତ ହେବାରେ ଲାଗିଛି ପାଣିପାଗ ବିଜ୍ଞାନୀଙ୍କ ଆକଳନ । ଆଗକୁ ଗ୍ରୀଷ୍ଣ ଋତୁରେ ସାରା ଓଡିଶାରେ ଅହସ୍ୟ ଖରା ହେବ ବୋଲି ଏବେଠୁ ଯେମିତି ଇସାରା ମିଳିଲାଣି ।

   Related Posts