କମୁଛି ଶୀତ,୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା
26/12/2022 at 7:46 AM

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ରାତି ତାପମାତ୍ରା ବଢ଼ିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିଯାଇଛି। ୩ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ଓ ସେମିଳିଗୁଡାରେ ରାତି ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ ହୋଇଥିଲା । ଜି. ଉଦୟଗିରିରେ ଫୁଲବାଣୀରେ ୮.୫, ଢେଙ୍କାନାଳରେ ୯.୮, କିରେଇରେ ୧୦.୭, ଝାରସୁଗୁଡାରେ ୧୦.୭, ହୀରାକୁଦରେ ୧୨.୧, ଭବାନୀପାଟଣାରେ ୧୧.୨, କେନ୍ଦୁଝରରେ ୧୨.୮, ଭଦ୍ରକରେ ୧୩, ବରଗଡରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023