AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କମୁଛି ଶୀତ,୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା

26/12/2022 at 7:46 AM

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ରାତି ତାପମାତ୍ରା ବଢ଼ିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିଯାଇଛି। ୩ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ଓ ସେମିଳିଗୁଡାରେ ରାତି ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ ହୋଇଥିଲା । ଜି. ଉଦୟଗିରିରେ ଫୁଲବାଣୀରେ ୮.୫, ଢେଙ୍କାନାଳରେ ୯.୮, କିରେଇରେ ୧୦.୭, ଝାରସୁଗୁଡାରେ ୧୦.୭, ହୀରାକୁଦରେ ୧୨.୧, ଭବାନୀପାଟଣାରେ ୧୧.୨, କେନ୍ଦୁଝରରେ ୧୨.୮, ଭଦ୍ରକରେ ୧୩, ବରଗଡରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

   Related Posts