ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ପାଣି, ରେଳ ଚଳାଚଳ ବାଧାପ୍ରାପ୍ତ-ବାତିଲା ହେଲା ଏହି ଟ୍ରେନ

24/10/2019 at 3:44 PM

ବ୍ରହ୍ମପୁର –   ଲଗାଣ ବର୍ଷା ଯୋଗୁଁ  ବିଜୟନଗରମ୍ ରେଳ ଷ୍ଟେସନ୍ ରେଳ ଧାରଣା ଉପରେ ପାଣି ଚାଲିଛି। ଏଥିଯୋଗୁଁ    ରେଳ ଚଳାଚଳ ବାଧାପ୍ରାପ୍ତ ।

ଏଥିପାଇଁ  ଭୁବନେଶ୍ବର  – ବିଶାଖାପାଟଣାରେ ଇଣ୍ଟରସିଟି ଏକ୍ସପ୍ରେସ୍ ର ସୂଚୀ ପରିବର୍ତ୍ତନ ।  ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଟ୍ରେନ୍ ଯିବା ପରେ ସେଠାରୁ କୌଣସି ଯାତ୍ରୀ କୁ ଟ୍ରେନ୍ ରେ  ଯାତ୍ରା କରିବାର ସୁଯୋଗ ନଦେଇ ଖାଲି ଟ୍ରେନ୍ କୁ ବିଶାଖାପାଟଣା ଛଡାଯିବ ।

ବିଶାଖାପାଟଣା – ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍,  ବିଶାଖାପାଟଣା – ବ୍ରହ୍ମପୁର  ଓ ବ୍ରହ୍ମପୁର  –  ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ୍ ନେଇ ସୂଚନା ।

   Related Posts