ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ପାଣି, ରେଳ ଚଳାଚଳ ବାଧାପ୍ରାପ୍ତ-ବାତିଲା ହେଲା ଏହି ଟ୍ରେନ

Published By : Prameya-News7 Bureau | October 24, 2019 IST

ବ୍ରହ୍ମପୁର -   ଲଗାଣ ବର୍ଷା ଯୋଗୁଁ  ବିଜୟନଗରମ୍ ରେଳ ଷ୍ଟେସନ୍ ରେଳ ଧାରଣା ଉପରେ ପାଣି ଚାଲିଛି। ଏଥିଯୋଗୁଁ    ରେଳ ଚଳାଚଳ ବାଧାପ୍ରାପ୍ତ ।

ଏଥିପାଇଁ  ଭୁବନେଶ୍ବର  - ବିଶାଖାପାଟଣାରେ ଇଣ୍ଟରସିଟି ଏକ୍ସପ୍ରେସ୍ ର ସୂଚୀ ପରିବର୍ତ୍ତନ ।  ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଟ୍ରେନ୍ ଯିବା ପରେ ସେଠାରୁ କୌଣସି ଯାତ୍ରୀ କୁ ଟ୍ରେନ୍ ରେ  ଯାତ୍ରା କରିବାର ସୁଯୋଗ ନଦେଇ ଖାଲି ଟ୍ରେନ୍ କୁ ବିଶାଖାପାଟଣା ଛଡାଯିବ ।

ବିଶାଖାପାଟଣା - ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍,  ବିଶାଖାପାଟଣା - ବ୍ରହ୍ମପୁର  ଓ ବ୍ରହ୍ମପୁର  -  ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ୍ ନେଇ ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.