Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଲଗାଣ ବର୍ଷା ଯୋଗୁଁ କୋଣାର୍କର ୧୨ଟି ଓ୍ବାର୍ଡବାସୀ ଜଳବନ୍ଦୀ ; ଲୋକଙ୍କ ଘରେ ପସିଛି ପାଣି

12/10/2018 at 12:00 PM

କୋଣାର୍କ ୧୨|୧୦: ତିତଲି ପ୍ରଭାବରେ କୋଣାର୍କରେ ପ୍ରବଳ ବର୍ଷା ଲାଗିରହିଛି । ରାତି ତମାମ୍ ବର୍ଷା ଓ ତୁହାକୁତୁହl ପବନ ଲାଗି ରହିଥିଲା  l ଫଳରେ ପ୍ରବଳ ବର୍ଷା ଯୋଗୁଁ କୋଣାର୍କର ପ୍ରାୟ ୧୨ଟି ୱାର୍ଡ ଜଳମଗ୍ନ ହୋଇଯାଇଛି l ଏଥିମଧ୍ୟରୁ କୋଣାର୍କ ଏନଏସିର ୫ଟି ୱାର୍ଡ ମଧ୍ୟ ପାଣି ଘେରରେ ରହିଛି l ରାଉଳପଟନା, ବାଲିସାହି, କରମଙ୍ଗା, ବିରିଜାଙ୍ଗ ୱାର୍ଡରେ ଲୋକଙ୍କ ଘରେ ପାଣି ପଶିଯାଇଛି l ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୁ ମଧ୍ୟ ଲୋକାମାନେ ବାହାରକୁ ବାହାରିପାରୁନାହାଁନ୍ତି ।

   Related Posts