ଲଗାଣ ବର୍ଷା ଯୋଗୁଁ କୋଣାର୍କର ୧୨ଟି ଓ୍ବାର୍ଡବାସୀ ଜଳବନ୍ଦୀ ; ଲୋକଙ୍କ ଘରେ ପସିଛି ପାଣି
12/10/2018 at 12:00 PM

କୋଣାର୍କ ୧୨|୧୦: ତିତଲି ପ୍ରଭାବରେ କୋଣାର୍କରେ ପ୍ରବଳ ବର୍ଷା ଲାଗିରହିଛି । ରାତି ତମାମ୍ ବର୍ଷା ଓ ତୁହାକୁତୁହl ପବନ ଲାଗି ରହିଥିଲା l ଫଳରେ ପ୍ରବଳ ବର୍ଷା ଯୋଗୁଁ କୋଣାର୍କର ପ୍ରାୟ ୧୨ଟି ୱାର୍ଡ ଜଳମଗ୍ନ ହୋଇଯାଇଛି l ଏଥିମଧ୍ୟରୁ କୋଣାର୍କ ଏନଏସିର ୫ଟି ୱାର୍ଡ ମଧ୍ୟ ପାଣି ଘେରରେ ରହିଛି l ରାଉଳପଟନା, ବାଲିସାହି, କରମଙ୍ଗା, ବିରିଜାଙ୍ଗ ୱାର୍ଡରେ ଲୋକଙ୍କ ଘରେ ପାଣି ପଶିଯାଇଛି l ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୁ ମଧ୍ୟ ଲୋକାମାନେ ବାହାରକୁ ବାହାରିପାରୁନାହାଁନ୍ତି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023