LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବର୍ଷା ପାଣିରେ ଉବୁଟୁବୁ କୋଣାର୍କ ସୂର୍ଯ୍ୟ ମନ୍ଦିର

15/05/2018 at 7:03 AM

କାଳବୈଶାଖୀ ବର୍ଷା ଯୋଗୁଁ ଆଜି ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ … କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବାରମ୍ବାର ଏହି ସମସ୍ୟା ହୋଇଥିଲେ ମଧ୍ୟ ଏଥିପ୍ରତି ପ୍ରତ୍ନତ୍ତତ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି … ପୂର୍ବରୁ ଏପରି ସମସ୍ୟା ବାରମ୍ବାର ହେବ ପରେ ପାଣି ନିଷ୍କାସନ ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟରେ ପାଣି ପମ୍ପ କିଣିଥିଲେ କର୍ତ୍ତୃପକ୍ଷ … ତେବେ ସେହି ପମ୍ପ କିଛି କାମରେ ଆସୁନଥିବା ଜଣ ପଡିଛି … ବାରମ୍ବାର ସେହି ସମସ୍ୟା ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ …

Leave a Reply

   Related Posts