ବଢୁଛି ତେଲିଙ୍ଗିରି ଜଳ ଭଣ୍ଡାରର ଜଳସ୍ତର, ଗୁରୁବାର ସକାଳ ସୁଦ୍ଧା ଛଡାଯାଇପାରେ ପାଣି
ଜୟପୁର ୧୩।୯: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ତେଲିଙ୍ଗିରି ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଗୁରୁବାର ସକାଳ ସୁଦ୍ଧା ଜଳଭଣ୍ଡାରରୁ ପାଣି ଛଡାଯିବା ନେଇ ନିଷ୍ପତ୍ତି ହୋଇଛି । ଜଳ ଭଣ୍ଡାରର ସର୍ବାଧିକ ଜଳଧାରଣା କ୍ଷମତା ୬୩୩ ମିଟର ରହିଛି । ଏବେ ଜଳ ଭଣ୍ଡାରରେ ୬୩୨.୫ ମିଟର ପାଣି ରହିଛି । ସେପଟେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ । ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । … Continue reading ବଢୁଛି ତେଲିଙ୍ଗିରି ଜଳ ଭଣ୍ଡାରର ଜଳସ୍ତର, ଗୁରୁବାର ସକାଳ ସୁଦ୍ଧା ଛଡାଯାଇପାରେ ପାଣି
Copy and paste this URL into your WordPress site to embed
Copy and paste this code into your site to embed