ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ

Published By : Prameya-News7 Bureau | August 15, 2022 IST

ଗଜପତି ୧୫।୮: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀର ଜଳସ୍ତର । କାଶୀନଗର କିଡିଗାଁ ନିକଟରେ ରାସ୍ତାରେ ଚାଲୁଛି ବନ୍ୟାଜଳ । ପ୍ରାୟ ୧୦୦ ଏକର ଚାଷ ଜମିରେ ବନ୍ୟା ଜଳ ପସି ପରିବା ଏବଂ ଧାନ ଚାଷ ନଷ୍ଟ ହୋଇଛି ।

କାଶୀନଗର ଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ ମିଟର ଥିବାବେଳେ ୪ଟା ସୁଦ୍ଧା ଜଳସ୍ତର ୫୫.୪୭ ମିଟର ରହିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ଜଳସ୍ତର ୫୫.୬୦ମିଟରକୁ ବୃଦ୍ଧି ପାଇବ ବୋଲି ଆକଳନ କରିଥିଲା ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.