scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ

15/08/2022 at 6:13 PM

ଗଜପତି ୧୫।୮: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀର ଜଳସ୍ତର । କାଶୀନଗର କିଡିଗାଁ ନିକଟରେ ରାସ୍ତାରେ ଚାଲୁଛି ବନ୍ୟାଜଳ । ପ୍ରାୟ ୧୦୦ ଏକର ଚାଷ ଜମିରେ ବନ୍ୟା ଜଳ ପସି ପରିବା ଏବଂ ଧାନ ଚାଷ ନଷ୍ଟ ହୋଇଛି ।

କାଶୀନଗର ଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ ମିଟର ଥିବାବେଳେ ୪ଟା ସୁଦ୍ଧା ଜଳସ୍ତର ୫୫.୪୭ ମିଟର ରହିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ଜଳସ୍ତର ୫୫.୬୦ମିଟରକୁ ବୃଦ୍ଧି ପାଇବ ବୋଲି ଆକଳନ କରିଥିଲା ବିଭାଗ ।

   Related Posts