ବଢିଲା ସାଳନ୍ଦୀ ନଦୀର ଜଳସ୍ତର, ଧୋଇଗଲା ଅସ୍ଥାୟୀ ବାଉଁଶ ପୋଲ

Published By : Prameya-News7 Bureau | September 15, 2021 IST

କରଞ୍ଜିଆ ୧୫/୦୪: ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି । ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଲୋକଙ୍କ ଦ୍ୱାରା ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ଧୋଇ ଯିବା କାରଣରୁ ବଙ୍ଗାଳୀ ସାହି, ବଳସାହି ଓ ଘୁଟୁ ସାହିର ପ୍ରାୟ ୧୫ ଶହ ଲୋକେ ଜଳବନ୍ଦୀ ରହିବା ସହିତ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ । ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି । ଜୀବନଯାତ୍ରା ଠପ୍ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.