୩ ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ୧୫ ଦିନ ରିଲିଫ୍ ଘୋଷଣା କଲେ ରାଜ୍ୟ ସରକାର
14/10/2018 at 1:07 AM

ଭୁବନେଶ୍ୱର ୧୩/୧୦: ତିତଲି ପ୍ରଭାବରେ ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶାର ହାଲ୍ ବେହାଲ୍ କରି ଦେଇଥିବା ବେଳେ, ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ, ଗଜପତି ଓ ରାୟଗଡ଼ାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୃଷିକ୍ଷେତ୍ର ଅଧିକ ପ୍ରଭାବିତ ହୋଇଥବା ବେଳେ, ଉଦ୍ଧାର ଓ ରିଲିଫ ଜୋରଦାର ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ୩ ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ୧୫ ଦିନ ରିଲିଫ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023