ରୋହିତଙ୍କ ଦିଓ୍ଵାନା ହେଲେ ଓ୍ଵାସିମ ଆକ୍ରମ, କହିଲେ ଜୋ ରୁଟ୍, ବିରାଟ ଓ ଓ୍ଵିଲିୟମସନଙ୍କଠୁ କାହିଁକି ବେଷ୍ଟ ହିଟ୍‌ମ୍ୟାନ

ନୂଆଦିଲ୍ଲୀ: ଆଇସିସି ବିଶ୍ଵକପ୍ ୨୦୨୩ରେ ରୋହିତ ଶର୍ମାଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ରୋହିତ ବିଶ୍ଵକପ୍ ୨୦୨୩ରେ ପ୍ରାରମ୍ଭିକ ଓଭରରେ ଏମିତି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ଯାହା ପ୍ରତିପକ୍ଷ ଦଳର ରଣନୀତି ଫେଲ୍ ମାରିବା ସହ ବୋଲର ବ୍ୟାକଫୁଟରେ ରହୁଛନ୍ତି। ଫଳରେ ଭାରତର ପରବର୍ତ୍ତୀ ବ୍ୟାଟିଂ କ୍ରମର ଉପରେ ଚାପ ରହୁନାହିଁ ଏବଂ ଦଳର ରଣନୀତି ସଫଳ ରହୁଛି। ନଭେମ୍ବର ୧୨ ଦୀପାବଳି ଦିନ  ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ରୋହିତଙ୍କୁ ଏହି ଅବତାରରେ ଦେଖିବାକୁ … Continue reading ରୋହିତଙ୍କ ଦିଓ୍ଵାନା ହେଲେ ଓ୍ଵାସିମ ଆକ୍ରମ, କହିଲେ ଜୋ ରୁଟ୍, ବିରାଟ ଓ ଓ୍ଵିଲିୟମସନଙ୍କଠୁ କାହିଁକି ବେଷ୍ଟ ହିଟ୍‌ମ୍ୟାନ