ଓ୍ୱାସିମ୍‌ ଆକ୍ରାମ୍‌ଙ୍କ ବଡ଼ ବୟାନ ; ବୁମ୍‌ରାଙ୍କୁ ଅଟକାଇବାକୁ ହେଲେ, ଗୋଟିଏ କାମ କରିବାକୁ ପଡିବ…

ମୁମ୍ବାଇ ୩୧।୧୦ : ଜବରଦସ୍ତ ଫର୍ମରେ ବୁମ୍‌ ବୁମ୍‌ ବୁମ୍‌ରା । ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରେ ଜୋରଦାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି ଜଶପ୍ରୀତ୍‌ ବୁମ୍‌ରା । କେଉଁ ବ୍ୟାଟରଙ୍କ ପକ୍ଷେ ତାଙ୍କୁ ସାମ୍ନା କରିବା ଖୁବ୍‌ କଷ୍ଟଦାୟକ। ତେଣୁ ବମ୍‌ରାହଙ୍କୁ ରୋକିବାକୁ ନୂଆ ପ୍ଲାନ ଦେଇଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ଓ୍ୱାସିମ୍‌ ଆକ୍ରାମ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲ୍‌ରେ ଆଲୋଚନା ବେଳେ ଆକ୍ରାମ କହିଛନ୍ତି ଯେ, ଚଳିତ ବିଶ୍ୱକପ୍‌ରେ ଭାରତ ଜବରଜସ୍ତ ଫର୍ମରେ … Continue reading ଓ୍ୱାସିମ୍‌ ଆକ୍ରାମ୍‌ଙ୍କ ବଡ଼ ବୟାନ ; ବୁମ୍‌ରାଙ୍କୁ ଅଟକାଇବାକୁ ହେଲେ, ଗୋଟିଏ କାମ କରିବାକୁ ପଡିବ…