ଆଇଫୋନ୍ ୟୁଜର୍ସଙ୍କ ପାଇଁ ଚେତାବନୀ ! ରାତିସାରା ଫୋନ୍ ଚାର୍ଜ କରି ପାଖରେ ଶୋଇଲେ ବିପଦ

ମୁମ୍ୱାଇ ୨୩/୦୮: ଆଇଫୋନ୍‌କୁ ଚାର୍ଜ କରି ପାଖରେ ରଖି ଶୋଉଛନ୍ତି କି ? ତାହାହେଲେ ହୋଇଯାଆନ୍ତୁ ସାବଧାନ ! ଆଇଫୋନ୍‌କୁ ଚାର୍ଜ କରି ଅତି ନିକଟରେ ଶୋଉଥିବା ୟୁଜର୍ସଙ୍କୁ ସତର୍କ କରାଇଛି ଆପଲ। ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ହାନୀର ଆଶଙ୍କା ରହିଥିବା କହିଛି ଆପଲ୍। ଏନେଇ ୟୁଜର୍ସଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆପଲ୍।   ଏବେ ଇଣ୍ଟରନେଟ୍‌ ର ଯୁଗ । ଇଣ୍ଟରନେଟ୍ ଦୁନିଆରେ ଯୁବପିଢିମାନେ କ୍ଷଣିକ ପାଇଁ … Continue reading ଆଇଫୋନ୍ ୟୁଜର୍ସଙ୍କ ପାଇଁ ଚେତାବନୀ ! ରାତିସାରା ଫୋନ୍ ଚାର୍ଜ କରି ପାଖରେ ଶୋଇଲେ ବିପଦ