ଝିପି ଝିପି ବର୍ଷା ହେଲା କାଳ, କାନ୍ଥ ପଡି ନାବାଳକଙ୍କ ମୃତ୍ୟୁ

ମୋରଡା ୬।୭: ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ ଅଘଟଣ । କାନ୍ଥ ଭୁଶୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହିର ଯମୁନା ମାର୍ଣ୍ଡିଙ୍କ ଘର କାର୍ଯ୍ୟ ଚାଲିଥିଲା l କିନ୍ତୁ ବର୍ଷାରେ ଘର କାର୍ଯ୍ୟ ବନ୍ଦ ହୋଇ ପଡିଥିଲା । ତେବେ ଝିପି ଝିପି ବର୍ଷା ହୋଇଛି କାଳ । ଯମୁନାଙ୍କ ପଡୋଶୀ ମାଇସା … Continue reading ଝିପି ଝିପି ବର୍ଷା ହେଲା କାଳ, କାନ୍ଥ ପଡି ନାବାଳକଙ୍କ ମୃତ୍ୟୁ