scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱ କ୍ୟାନ୍‌ସର ଡେ’, ପ୍ରମେୟ ନ୍ୟୁଜ ସେଭେନ ତରଫରୁ ‘ଓ୍ବାକାଥନ’ ଆୟୋଜିତ

4/02/2024 at 10:44 AM

କଟକ ୦୪।୦୨ : ଆଜି ଵିଶ୍ବ କ୍ୟାନସର ଡେ। ଏହି ଅବସରରେ ପ୍ରମେୟ ନ୍ୟୁଜ ସେଭେନ ତରଫରୁ କଟକରେ ଆୟୋଜିତ ହୋଇଯାଇଛି ଓ୍ବାକ ଫର୍ ଦ ଓ୍ବାରିୟର୍ସ କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମରେ କଟକର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଵାରଵାଟୀ ଷ୍ଟାଡିୟମ ଭିତରେ ଥିବା ଜାଭିୟର୍ସ ସ୍କୁଲ ନିକଟରୁ ଵାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଏକ ଓ୍ବାକାଥନ ଵା ପଦଯାତ୍ରାରେ ଯାଇଥିଲେ।

କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରମେୟ ନ୍ୟୁଜ ସେଭେନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ପୂର୍ଵତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓଡିଶା କ୍ରିକେଟ ଟିମ୍ କୋଚ ଦୀନେଶ ମୋଙ୍ଗିଆ,କଟକ ଡିସିପି କନଓ୍ବର ବିଶାଲ ସିଂ,ଭାରତ ମସଲା ଚେୟାରମ୍ୟାନ ସୁରେନ୍ଦ୍ର ପଣ୍ଡା, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଥଲେଟ ଅନୁରାଧା ବିଶ୍ଵାଳ, ଅମୀୟ ମଲ୍ଲିକ,ପ୍ରମେୟ ନ୍ୟୁଜ ସେଭେନ ସିଇଓ ସୁନୀଲ ଦାସ ଓ ପ୍ରମେୟ ନ୍ୟୁଜ ସେଭେନର ସେଲସ୍ ଡାଇରେକ୍ଟର ହିମାଂଶୁ ହୋତା ପତାକା ଦେଖାଇ ଏହି ଓ୍ବାକାଥନକୁ ଆରମ୍ଭ କରିଥିଲେ।

   Related Posts