ଗଞ୍ଜାମ ଆସିଥିଲେ ଓ୍ୱାହିଦା ରେହମାନ, ନାଚ ଦେଖି ସମସ୍ତେ ହୋଇଥିଲେ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର ୨୮।୦୯: ଦେଶର ଅଭିନୟ ପାଇଁ ସର୍ବୋଚ୍ଚ ପୁରସ୍କାର ଦାଦସାହେବ ଫାଲକେ ଲାଗି ମନୋନୀତ ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ । ଏହି ଖବର ଆସିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଯାଇଥିଲା । ଆଉ ଏବେ ୱାହିଦାଙ୍କର ଓଡ଼ିଶା ଲିଙ୍କ ସାମ୍ନାକୁ ଆସିବା ପରେ ଅଧିକ ଚର୍ଚ୍ଚା ହେଉଛି । ଜଣେ ଜାତୀୟ ସ୍ତରର ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିବା ପୂର୍ବରୁ ପ୍ରଥମେ ଜଣେ ନୃତ୍ୟାଙ୍ଗନା ଭାବେ ପରିଚୟ ସୃଷ୍ଟି କରିଥିଲେ … Continue reading ଗଞ୍ଜାମ ଆସିଥିଲେ ଓ୍ୱାହିଦା ରେହମାନ, ନାଚ ଦେଖି ସମସ୍ତେ ହୋଇଥିଲେ ମନ୍ତ୍ରମୁଗ୍ଧ