oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ଚାଲିଛି ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

26/02/2022 at 2:28 PM

ଚଣ୍ଡିଖୋଲ ୨୬।୦୨ : ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଜି ଚାଲିଛି ଭୋଟ ଗଣତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ୧୬ ନମ୍ବର ଓ ଧର୍ମଶାଳା ବ୍ଲକର ୧୧ ନମ୍ବର ଜୋନ୍‌ରେ ଚାଲିଛି ଭୋଟ ଗଣତି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ଖବର ଅନୁଯାୟୀ, ବଡ଼ଚଣା ବ୍ଲକର ୧୬ ନମ୍ବର ଜିଲ୍ଲା ପରିଷଦର ଜୋନ୍‌ର ୯ଟି ପଞ୍ଚାୟତର ଗଣତି ବାବା ଭୈରବା ନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଛି । ସେହିପରି ଧର୍ମଶାଳା ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ୯ଟି ପଞ୍ଚାୟତର ଗଣତି ଧର୍ମଶାଳା ମହାବିଦ୍ୟାଳୟରେ ଚାଲିଛି । ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଜେଣ୍ଟ ଉପସ୍ଥିତିରେ ଭୋଟ ଗଣତି କରାଯାଉଛି ।

ତେବେ ଶାନ୍ତି ଶୃଙ୍ଖଳାରେ ଭୋଟ ଗଣତି କରାଯାଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବଡ଼ଚଣା ବ୍ଲକର ୧୬  ନମ୍ବର ଜୋନରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଧର୍ମଶାଳା ବ୍ଲକରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଆଗୁଆ ରହିଛନ୍ତି । ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଏସ୍‌ଡିପିଓ ଉପସ୍ଥିତ ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

   Related Posts