ଯୁବ ରେଡ଼କ୍ରସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଏକାସଂଗେ ଦେଲେ ୩୧ ମହିଳା

ବିନିକା ୧୫/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ୯ ଜଣ ମହିଳାଙ୍କ ସମେତ ମୋଟ ୩୧ ଜଣ ରକ୍ତ ଦାନ କରିଥିଲେ । ପ୍ରଥମେ ଗଣେଷ ଓ ସରସ୍ବତୀଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ବାରା ପୂଜାର୍ଚ୍ଚାନା କରି ରକ୍ତଦାନ ଆରମ୍ଭ କରାଯାଇଥିଲ । ପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର … Continue reading ଯୁବ ରେଡ଼କ୍ରସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଏକାସଂଗେ ଦେଲେ ୩୧ ମହିଳା