vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଭଲିବଲ କ୍ରୀଡା ପ୍ରଶିକ୍ଷକ ଗିରଫ, ଅନୁଦାନ ହଡପ ଅଭିଯୋଗରେ ବନ୍ଧାହେଲେ

23/06/2022 at 3:44 PM

କୋରାପୁଟ ୨୩/୦୬: କୋରାପୁଟ ଜିଲ୍ଲା ଭଲିବଲ କ୍ରୀଡା ପ୍ରଶିକ୍ଷକ ଗିରଫ । କ୍ରିଡା ପ୍ରଶିକ୍ଷକ ଆଶିର୍ବାଦ ସାହାଣି ଗିରଫ । କ୍ରୀଡା ବାବଦ ଅନୁଦାନ ହଡପ କରିଥିବା ଅଭିଯୋଗରେ ବାନ୍ଧିଛି ପୋଲିସ । ହଷ୍ଟେଲରେ ରହୁଥୁବା ଖେଳାଳି ମାନଙ୍କ ଠାରୁ ବେଆଇନ ଅର୍ଥ ଆଦାୟ କରୁଥୁବା ଅଭିଯୋଗରେ ହୋଇଥିଲା । ଏହି ଅଭିଯୋଗରେ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ଆଶିର୍ବାଦ ସାହାଣୀ ଟଙ୍କା ଆତ୍ମସାତ ଅଭିଯୋଗରେ ଏବେ କୋରାପୁଟ ଜେଲରେ ।

   Related Posts