ଭୋଡାଫୋନ୍‌ ଆଇଡିଆ ନେବ ନାହିଁ ଆଇୟୁସି- ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ - ଜିଓ ଅନ୍ୟ ନେଟଓ୍ୱାର୍କରୁ ଏହାର ଗ୍ରାହକମାନେ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଆଇୟୁସି ଚାର୍ଜ ନେବ ବୋଲି ଘୋଷଣା କରିଛି । ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୋଡାଫୋନ୍‌ ଆଇଡିଆ ନିଜର ଗ୍ରାକମାନଙ୍କ ଠାରୁ ଆଇୟୁସି ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛି ।

ଏହାର ଅନ୍‌ ଲିମିଟେଡ୍‌ ପ୍ଲାନ୍‌ ପାଇଁ ଗ୍ରାହକମାନଙ୍କ ଠାରୁ କୌଣସି ଆଇୟୁସି ଚାର୍ଜ ଗ୍ରହଣ କରାଯିବ ନାହିଁ ବୋଲି ଭୋଡା ଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/VodafoneIN/status/1182132135928324096?s=20","type":"rich","providerNameSlug":"twitter","className":""}
https://twitter.com/VodafoneIN/status/1182132135928324096?s=20
/wp:core-embed/twitter

ଏକ ଟ୍ୱିଟ୍‌ରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟ ନେଟଓ୍ୱାର୍କକୁ କଲ୍‌ କଲେ ବି ଆଇୟୁସି ଚାର୍ଜ ନିଆଯିବ ନାହିଁ ବୋଲି ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଜିଓ ଅକ୍ଟୋବର ୯ ତାରିଖରେ ଆଇୟୁସିର ଘୋଷଣା କରିଥିଲା । ଅନ୍ୟ ନେଟଓ୍ୱର୍କକୁ କଲ୍‌ କରିବା ପାଇଁ ୧୦ ଟଙ୍କାରୁ ଆରମ୍ଭ ହେଉଥିବା ଟପ୍‌ଅପ୍‌ ପକାଇବା ପାଇଁ ହେବ ବୋଲି ଜିଓ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.