ବିରେନ୍ଦ୍ର ସେହଓ୍ୱାଗଙ୍କୁ ICCର ବଡ଼ ସମ୍ମାନ, ଏହି ଖାସ୍‌ କ୍ଲବରେ ହେଲେ ସାମିଲ୍‌

ମୁମ୍ବାଇ ୧୩।୧୧ : ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଏହି ସମ୍ମାନ ମିଳିଛି । ଆଇସିସି ହଲ୍‌ ଅଫ୍‌ ଫ୍ରେମ୍‌ରେ ସେହଓ୍ୱାଗଙ୍କୁ ସାମିଲ କରିଛି । ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ୯ମ ଭାରତୀୟ ଭାବେ ସାମିଲ ହୋଇଛନ୍ତି ବିରେନ୍ଦ୍ର ସେହଓ୍ୱାଗ । ସେହିପରି ବିରେନ୍ଦ୍ର ସେହଓ୍ୱାଗଙ୍କ ବ୍ୟତୀତ ଆଉ ଜଣେ ଭାରତୀୟ ମଧ୍ୟ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି । ଭାରତୀୟ ମହିଳା … Continue reading ବିରେନ୍ଦ୍ର ସେହଓ୍ୱାଗଙ୍କୁ ICCର ବଡ଼ ସମ୍ମାନ, ଏହି ଖାସ୍‌ କ୍ଲବରେ ହେଲେ ସାମିଲ୍‌