ଭୟଙ୍କର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲା କ୍ରିକେଟ୍‌ ଜଗତ, କୋହଲିଙ୍କ ଠାରୁ ଯୁବରାଜ ଯାଏ କଲେ ଟ୍ଵିଟ୍‌

ମୁମ୍ଵାଇ ୦୩।୦୬: ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ,ରାଜନେତା, କ୍ରୀଡ଼ାବିତ୍, ବଲିଉଡ ସେଲିବ୍ରିଟିମାନେ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ସମସ୍ତେ ଶୋକ ପ୍ରକାଶ କରିଥିଲେ । ଯଦି ଆମେ କ୍ରିକେଟ୍ ଜଗତ ବିଷୟରେ କଥା ହେବା। ତେବେ ବିରାଟ କୋହଲିଙ୍କ ଠାରୁ ଭିଭିଏସ୍ ଲକ୍ଷ୍ମଣ ପର୍ଯ୍ୟନ୍ତ ସମସ୍ତେ … Continue reading ଭୟଙ୍କର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲା କ୍ରିକେଟ୍‌ ଜଗତ, କୋହଲିଙ୍କ ଠାରୁ ଯୁବରାଜ ଯାଏ କଲେ ଟ୍ଵିଟ୍‌