oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ପୁଷ୍ପା ପିଲ୍ମର ସୁପରହିଟ୍ ଗୀତରେ ଅଣ୍ଟା ହଲାଇଲେ କୋହଲି, ଭାଇରାଲ ହେଲା ଭିଡିଓ: ଫର୍ମ ନେଇ ଚିନ୍ତାରେ ଫ୍ୟାନ୍ସ

28/04/2022 at 1:41 PM

ମୁମ୍ୱାଇ ୨୮/୦୪: ଆଇପିଏଲ ୨୦୨୨ ବାୟୋ ବବଲରେ ଥାଇ ବି ଖୁବ ମସ୍ତି କରୁଛନ୍ତି ଖେଳାଳି । ଏପ୍ରିଲ ୨୭ରେ ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ମ୍ୟାରେଜ୍ ପାର୍ଟିରେ ଟିମର ଖେଳାଳିମାନେ ଧୂମ ଅଣ୍ଟା ହଲାଇଛନ୍ତି ।

ତେବେ ଷ୍ଟାର କ୍ରିକେଟର ବିରାଟ କୋହଲି ମଧ୍ୟ ପାର୍ଟିର ଭରପୁର ମଜ୍ଜା ନେଇଥିଲେ । ବ୍ଲାକ କୁର୍ତ୍ତା ପିନ୍ଧି ଟ୍ରାଡିସନାଲ ଗେଟଅଫ୍ ରେ ଆସିଥିଲେ କୋହଲି । ସେ ଶାହବାଜ ଅହମ୍ମଦ ଏବଂ ଆରସିବି ଅଧିନାୟକ ଫାପ୍ ଡୁପ୍ଲେସିଙ୍କ ସହ ଖୁବ ମସ୍ତି ମଧ୍ୟ କରିଛନ୍ତି । ଆଉ ବିରାଟ ଡ୍ୟାନ୍ସ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଫର୍ମ ଚିନ୍ତାଠାରୁ ଦୂରେରେ କୋହଲି:
ଆଜିକାଲି ବିରାଟ କୋହଲିଙ୍କ ଫର୍ମ ସେତେଟା ଠିକ୍ ନାହିଁ । ତାଙ୍କ ବ୍ୟାଟରୁ ବାହାରୁନି ବଡ ବଡ ସ୍କୋର । ଆଇପିଏଲର ୯ ଟି ମ୍ୟାଚରୁ ସଂଗ୍ରହ କରିଛନ୍ତି ମାତ୍ର ୧୨୮ରନ୍ ସଂଗ୍ରହ କରିଛନ୍ତି । ଗତ ତିନୋଟି ମ୍ୟାଚରେ ଦୁଇଥର ଶୂନରେ ଆଉଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ଆଇପିଏଲରୁ ଓହରିଯିବାକୁ ଅନେକ କ୍ରିକେଟ୍ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।

ଏହା ସତ୍ତ୍ୱେ ଆରସିବି ଦଳ ପରିଚାଳନା ତାଙ୍କ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ଲେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ହେଲେ ମାତ୍ର ୯ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।

   Related Posts