ଅନୁଷ୍କାଙ୍କ ପ୍ରେଗନେନ୍ସି ଖବର ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଛାଡି ମୁମ୍ଵାଇ ଫେରିଲେ ବିରାଟ

ମୁମ୍ଵାଇ ୦୨।୧୦: ମୋଷ୍ଟ ଆଡରେବଲ କପଲ ଅନୁଷ୍କା ଶର୍ମା -ବିରାଟ କୋହଲି। ଖବର ରହିଛି କି ଦୁହେଁ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି।  ଏକ ସୋର୍ସରୁ ନିଶ୍ଚିତ ଖବର ମିଳିଥିଲା ଯେ ଅଭିନେତ୍ରୀ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଏହି ଦମ୍ପତି ଏପର୍ଯ୍ୟନ୍ତ ତାଙ୍କ ପ୍ରେଗନେନ୍ସିକୁ ନେଇ ଘୋଷଣା କରିନାହାଁନ୍ତି। ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ମଧ୍ୟରେ ଗୁଆହାଟୀରେ ଚାଲିଥିବା ବିଶ୍ୱକପ ୨୦୨୩ର ୱାର୍ମ ଅପ୍ ମ୍ୟାଚରେ ବ୍ୟସ୍ତ ଥିବା ବିରାଟ … Continue reading ଅନୁଷ୍କାଙ୍କ ପ୍ରେଗନେନ୍ସି ଖବର ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଛାଡି ମୁମ୍ଵାଇ ଫେରିଲେ ବିରାଟ