କଲମ୍ବୋରେ ଖୁବ୍‌ ଗର୍ଜିଥାଏ କିଙ୍ଗ କୋହଲିଙ୍କ ବ୍ୟାଟ୍‌, ଲଗାତର ମାରିଛନ୍ତି ୩ଟି ଶତକ…

କଲମ୍ବୋ ୧୦।୦୯ : ଏସିଆ କପ୍‌ ୨୦୨୩ । ରବିବାର ଦିନ କଲମ୍ବୋର ପ୍ରେମଦାସା କ୍ରିକେଟ ଷ୍ଟାଡିୟମରେ ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ । ସୁପର ୪ରେ ହେବ କଡ଼ା ଟକ୍କର । ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌କୁ ପାକିସ୍ତାନ ବୋଲିଂ ମଧ୍ୟରେ ଦେଖାଯିବ ଜୋରଦାର ଲଢେଇ । ତେବେ ଆଜିର ମ୍ୟାଚ୍‌ରେ ସମସ୍ତ ନଜର ରନ୍‌ ମେସିନ ବିରାଟ କୋହଲିଙ୍କ ଉପରେ ରହିବ । କାହିଁକି ନା ପ୍ରେମଦାସା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବିରାଟ୍‌ଙ୍କ ଖୁବ୍‌ ରେକର୍ଡ  … Continue reading କଲମ୍ବୋରେ ଖୁବ୍‌ ଗର୍ଜିଥାଏ କିଙ୍ଗ କୋହଲିଙ୍କ ବ୍ୟାଟ୍‌, ଲଗାତର ମାରିଛନ୍ତି ୩ଟି ଶତକ…