ନୂଆ କୀର୍ତ୍ତିମାନ କରିବେ କିଙ୍ଗ କୋହଲି, ପ୍ରଥମ ଭାରତୀୟ ଭାବେ ରଚିବେ ଇତିହାସ…

ମୁମ୍ବାଇ ୧୫।୧୧ : ଇତିହାସ ରଚିବେ କିଙ୍ଗ କୋହଲି । ବୁଧବାର ହେବାକୁ ଥିବା ସେମିଫାଇନାଲ୍‌ ଖେଳି ନୂଆ ରେକର୍ଡ କରିବେ ବିରାଟ କୋହଲି । ପ୍ରଥମ ଭାରତୀୟ ଖେଳାଳି ଭାବେ ୪ଟି ବିଶ୍ୱକପ୍‌ ସଂସ୍କରଣର ସେମି ଫାଇନାଲ ମ୍ୟାଚ୍‌ ଖେଳିବେ । ଏହାପୂର୍ବରୁ ଆଉ କୌଣସି ଭାରତୀୟ ଏହି ରେକର୍ଡ କରିନାହାନ୍ତି । ତେଣୁ ଆଜିର ଦିନ ଉଭୟ ଭାରତୀୟ ଦଳ ଏବଂ ବିରାଟଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଖବର ଅନୁଯାୟୀ, ୨୦୦୮ ମସିହା ଅଗଷ୍ଟ … Continue reading ନୂଆ କୀର୍ତ୍ତିମାନ କରିବେ କିଙ୍ଗ କୋହଲି, ପ୍ରଥମ ଭାରତୀୟ ଭାବେ ରଚିବେ ଇତିହାସ…