ୱାର୍ଲ୍ଡକପ୍‌ ହାରିବା ପରେ ଦୁଃଖରେ ଭାଙ୍ଗିପଡିଲେ ବିରାଟ୍‌, ଆଲିଙ୍ଗନ କରି ସ୍ଵାମୀଙ୍କୁ ସମ୍ଭାଳିଲେ ଅନୁଷ୍କା

ମୁମ୍ଵାଇ ୨୦।୧୧: ଭାରତର ପରାଜୟ ପରେ ଭାରତୀୟ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡିଥିଲେ। ୨୦୨୩ ବିଶ୍ୱକପ୍ ଫାଇନାଲ୍ ଜିତିବାର ସ୍ୱପ୍ନ ଅଧା ରହିଯାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଥିଲା । ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଟାଇଟଲ ଜିତିଥିବା ବିରାଟ କୋହଲି ନିଜକୁ ସମ୍ଭାଳି ପାରି ନଥିଲେ ।   ଯେତେବେଳେ ସେ ନିରାଶ ହୋଇ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ନିକଟରେ ପହଞ୍ଚିଲେ। ସେତେବେଳେ ସେ ବିରାଟଙ୍କୁ ନିଜର ମନୋବଳ ବଢାଇବା … Continue reading ୱାର୍ଲ୍ଡକପ୍‌ ହାରିବା ପରେ ଦୁଃଖରେ ଭାଙ୍ଗିପଡିଲେ ବିରାଟ୍‌, ଆଲିଙ୍ଗନ କରି ସ୍ଵାମୀଙ୍କୁ ସମ୍ଭାଳିଲେ ଅନୁଷ୍କା